୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ ସହର , ସୋନପୁର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର – ବର୍ଷାର ଦେଖା ନ ଥିବା ବେଳେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ୪୦ ଡିଗ୍ରୀ ଉପରେ ୧୩ ସହର ରହିଛି । ୪୪.୨ ଡିଗ୍ରୀ ସହ ସୋନପୁର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଏହାପଛକୁ ବଲାଙ୍ଗିର( ୪୩.୬), ଝାରସୁଗୁଡ଼ା (୪୩.୫), ଅନୁଗୁଳ( ୪୩)ଡିଗ୍ରୀ ରହିଛନ୍ତି ।

Comments are closed.