ଭିଜିଲାନ୍ସ ଜାଲରେ ସିଏସ୍ଓ

ଭୁବନେଶ୍ୱର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଯୋଗାଣ ବିଭାଗ ମୁଖ୍ୟାଳୟର ସିଏସ୍‌ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ବ୍ରହ୍ମପୁର, ଛତ୍ରପୁର, ବାଲେଶ୍ବର ଓ ଭୁବନେଶ୍ବରରେ ଅନାଦି ସେଠୀଙ୍କ ୫ଟି ଠିକଣାରେ ଚାଲିଛି ରେଡ୍ ।

Comments are closed.