ଆଜି ଆଇସିଏସଆଇ ଦଶମ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ- ଆଇସିଏସଇ ମାଟ୍ରିକ ପରୀକ୍ଷା ଫଳ । ଆଜି ସନ୍ଧ୍ୟା ୫ଟାରେ ଆଇସିଏସଇ ୱେବସାଇଟରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । କାଉନସିଲର ୱେବ୍ସାଇଟରୁ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ପୂର୍ବରୁ ଓଡିଶା ବୋର୍ଡ ଅଧିନରେ ଥିବା ହାଇସ୍କୁଲ ରେଜଲ୍ଟ ପ୍ରକାଶ ପାଇସାରିଛି।

Comments are closed.