ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ

କଟକ- ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ ହୋଇଯାଇଛି। କଟକ ସିଡିଏ ସ୍ଥିତ ବାସଭବନରେ ରାତି ୮ଟାରେ ହୃଦଘାତ ଯୋଗୁଁ ୭୮ ବର୍ଷରେ ଆଖି ବୁଜିଛନ୍ତି ରାଜୁ ସିଂ।

ସେ କଟକ ସଦରର ପୂର୍ବତନ ବିଧାୟକ ଥିଲେ । ୧୯୯୦ରୁ ୧୯୯୫ ଯାଏଁ କଟକ ସଦରରୁ ଜନତା ଦଳ ବିଧାୟକ ଥିଲେ ରାଜେନ୍ଦ୍ର ପ୍ରସାଦ ସିଂ ।

Comments are closed.