ଗୀତା ମାହାତ୍ମ୍ୟ: ଯୋଗୀ ଯୁଞ୍ଜିତ ସତତମାତ୍ମାନାଂ ରହସି ସ୍ଥିତଃ। ଏକାକୀ ଯତଚିତାତ୍ମା ନିରାଶିରପରିଗ୍ରହଃ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯୋଗୀ ଯୁଞ୍ଜିତ ସତତମାତ୍ମାନାଂ ରହସି ସ୍ଥିତଃ।
ଏକାକୀ ଯତଚିତାତ୍ମା ନିରାଶିରପରିଗ୍ରହଃ।।

ହେ ଅର୍ଜ୍ଜୁନ ! ମନ ଓ ଇନ୍ଦ୍ରିୟମାନଙ୍କ ସହ ଶରୀର କୁ ବଶକରି ରଖିଥିବା,ଆଶା ଓ ସଂଗ୍ରହ ରହିତ ଯୋଗୀ ଏକାକୀ ହିଁ ଏକାନ୍ତ ସ୍ଥାନରେ ଅବସ୍ଥିତ ହୋଇ ଆତ୍ମାକୁ ନିରନ୍ତର ପରମାତ୍ମାରେ ଲଗାଇବା ଉଚିତ ।

( ଗୀତା ୬ଷ୍ଠ ଅ। ୧୦ମ ଶ୍ଲୋକ )

Comments are closed.