ରାଜ୍ୟରେ ଆଉ ୧ ହଜାର ୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୨୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ‌ହୋଇଛନ୍ତି । ସଙ୍ଗରୋଧରୁ ୫୯୭ ଓ ସ୍ଥାନୀୟ ଅଞ୍ଚଳରୁ ୪୨୩ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୯୫ ଆକ୍ରାନ୍ତ ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ୨୫୯, ଖୋର୍ଦ୍ଧା ଜିଲ୍ଲାରୁ ୧୫୮, ସମ୍ବଲପୁରରୁ ୮୮, ମୟୂରଭଞ୍ଜରୁ ୭୧, କଟକରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୧, ବାଲେଶ୍ଵରରୁ ୨୩, ବରଗଡ଼ରୁ ୨୫, ଭଦ୍ରକରୁ ୧୭, ବଲାଙ୍ଗୀରରୁ ୨୫, ବୈ।ଦ୍ଧରୁ ୧୧, ଦେବଗଡ଼ରୁ ୮, ଗଜପତିରୁ ୭, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୪ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୨, କୋରାପୁଟରୁ ୧୬, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୨୭, ନୂଆପଡ଼ାରୁ ୧୨, ପୁରୀରୁ ୧୪, ରାୟଗଡ଼ାରୁ ୯, ସୋନପୁରରରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ୬ ହଜାର ୭୮୭ ସକ୍ରିୟ ମାମଲା ରହିଛି।

Comments are closed.