ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହୃଦୟଁ ନ କଛୁ ଫଲ ଅନୁସଂଧାନା ।
ଭୂପ ବିବେକୀ ପରମ ସୁଜାନା ॥
କରଇ ଜେ ଧରମ କରମ ମନ ବାନୀ ।
ବାସୁଦେବ ଅର୍ପିତ ନୃପ ଗ୍ୟାନୀ ॥

ଭାବାର୍ଥ :- ରାଜାଙ୍କ ମନରେ ସେପରି କୈାଣସି ବସ୍ତୁ ପାଇଁ ବିଶେଷ କାମନା ନଥିଲା । ରାଜା ପ୍ରତାପଭାନୁ ବହୁତ ବୁଦ୍ଧିମାନ ଆଉ ଜ୍ଞାନୀ ଥିଲେ । ସେ ଜ୍ଞାନୀ ରାଜା ଯେ କୌଣସି ଧର୍ମ କର୍ମ ମନ ଓ ବାଣୀରେ କରୁଥିଲେ, ସେସବୁକୁ ଭଗବାନ ବାସୁଦେବଙ୍କ ନିକଟରେ ସମର୍ପଣ କରିଦେଉଥିଲେ।

Comments are closed.