ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ୧୦୦ ମିଟରରେ ନିରାଶ କଲେ ଦୂତି

ବର୍ମିଂହାମ – ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ବିଫଳ । ମହିଳା ୧୦୦ ମିଟର ଦୌଡରେ ହିଟସରୁ ହିଁ ବାଦ ପଡିଛନ୍ତି ଦୂତି । ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି । ମଙ୍ଗଳବାର ୧୦୦ ମିଟର ହିଟ୍ସରେ ଚତୁର୍ଥ ସ୍ଥାନରେ ରହିଥିଲେ ଦୂତି। ୧୧.୫୫ ସେକେଣ୍ଡରେ ଦୈ।ଡ଼ ପୂରଣ କରିଥିଲେ।

Comments are closed.