ରାଜ୍ୟରେ ଆଉ ୬୫୩ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୫୩ ନୂଆ କୋଭିଡ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୧୭୩, ଖୋର୍ଦ୍ଧାରୁ ୯୬, ସମ୍ବଲପୁରରୁ ୪୬, ବଲାଙ୍ଗିର ୩୯, ମୟୂରଭଞ୍ଜ ୩୩, କଳାହାଣ୍ଡି ୩୦, ବରଗଡ଼ ୨୭, କଟକ ୧୯, ନୟାଗଡ଼ ୧୭, ଗଞ୍ଜାମ ୧୫, କନ୍ଧମାଳ ୧୫, ନବରଙ୍ଗପୁର ୧୪, ସୁବର୍ଣ୍ଣପୁର ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଯାଜପୁରରୁ ୧୪, କୋରାପୁଟ ୧୩, ବାଲେଶ୍ବରରୁ ୯, ନୂଆପଡ଼ାରୁ ୮, ଗଜପତିରୁ ୭, କେନ୍ଦ୍ରାପଡ଼ାରୁ ୭, ଝାରସୁଗୁଡ଼ାରୁ ୭, ଜଗତସିଂହପୁରରୁ ୫, ଭଦ୍ରକରୁ ୪, ବୌଦ୍ଧରୁ ୪, ଦେବଗଡ଼ରୁ ୪, ରାୟଗଡ଼ାରୁ ୪, କେନ୍ଦୁଝରରୁ ୨, ଅନୁଗୁଳରୁ ୩, ଢେଙ୍କାନାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.