ରାଜ୍ୟରେ ୨୮୦ ନୂଆ କୋରୋନା ସଂକ୍ରମିତ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଲଗାତର ଦ୍ୱିତୀୟ ଦିନ ୩ ଶହ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୧୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୮, , ବରଗଡ଼ରୁ ୯ , ବଲାଙ୍ଗୀରରୁ ୯, ବୈ।ଦ୍ଧରୁ ୪, କଟକରୁ ୨୨ , ଦେବଗଡରୁ ୫ , ଗଜପତିରୁ ୫ , ଗଞ୍ଜାମରୁ ୬ , ଜଗତସିଂହପୁରରୁ ୨ , ଯାଜପୁରରୁ ୭ , ଝାରସୁଗୁଡ଼ାରୁ ୩ , କଳାହାଣ୍ଡିରୁ ୭ , କନ୍ଧମାଳରୁ ୪ , କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୬୧, କୋରାପୁଟରୁ ୫ , ମୟୂରଭଞ୍ଜରୁ ୧୨ , ନବରଙ୍ଗପୁରରୁ ୫ , ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧୫ , ପୁରୀରୁ ୪ , ରାୟଗଡ଼ାରୁ ୧ , ସମ୍ବଲପୁରରୁ ୮ , ସୋନପୁରରୁ ୩ , ସୁନ୍ଦରଗଡ଼ରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ମାମଲା ୧୪ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୯୮୧ ‌ହୋଇଛି ।

Comments are closed.