ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସତରୁପହିଂ ବିଲୋକି କର ଜୋରେଂ ।
ଦେବି ମାଗୁ ବରୂ ଜୋ ରୁଚି ତୋରେଂ ॥
ଜୋ ବରୁ ନାଥ ଚତୁର ନୃପ ମାଗା ।
ସୋଇ କୃପାଲ ମୋହି ଅତି ପ୍ରିୟ ଲାଗା॥

ଭାବାର୍ଥ :- ଶତରୁପାଙ୍କୁ ହାତଜୋଡି ଛିଡା ହୋଇଥିବା ଦେଖି ଭଗବାନ କହିଲେ, ହେ ଦେବୀ, ତୁମର ଯାହା ଇଛା ହେଉଛି ସେହି ବର ମାଗିନିଅ। ରାଣୀ ଶତରୂପା କ‌ହିଲେ ! ହେ ନାଥ ! ଆପଣଙ୍କର ଚତୁର ରାଜା ମନୁ ଯାହା ଆପଣଙ୍କୁ ମାଗିଲେ, ହେ କୃପାଳୁ ! ସେହି ବର ମୋତେ ମଧ୍ୟ ଠିକ୍ ଲାଗୁଛି ।

Comments are closed.