ଯୁବକଙ୍କୁ ବିଭତ୍ସ ହତ୍ୟା, ପୁଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଖୁଜେନପାଲି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଖୁଜେନପାଲିର ସୁରେଶ ଭୋଇ। ଖବରପାଇ ଘଟଣାସ୍ଥଳରେ ବଲାଙ୍ଗୀର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମୃତଦେହକୁ ଯାଞ୍ଚ୍ କରିଛି l ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିବ ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି ।

Comments are closed.