ଭିଜିଲାନ୍ସ ଜାଲରେ ସାଳନ୍ଦୀ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ – ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ଘର ଓ ଅଫିସ୍‌ରେ ଚଢ଼ାଉ କରିଛି ଭିଜିଲାନ୍ସ । ବାଲେଶ୍ୱରରେ ପୈତୃକ ଘର ଓ ଶ୍ୱଶୁର ଘରେ ବି ରେଡ୍ ଚାଲିଛି । ୫ ଲକ୍ଷ ଟଙ୍କା ଶଳାକୁ ଦେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।

Comments are closed.