ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସ୍ୱର୍ଣ୍ଣିମ ସ୍ଲୋଗାନ ଜୟ ଯବାନ, ଜୟ କିଷାନର ପ୍ରାସଙ୍ଗିକତା ଆଜି ବି ଆମକୁ ପ୍ରେରଣା ଦେଉଛି । ଦେଶ ନିର୍ମାଣ ପ୍ରକ୍ରିୟା ପଛରେ ଏହି ସ୍ଲୋଗାନ ମାର୍ଗଦର୍ଶନର ଶକ୍ତି ହୋଇରହିଛି । ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.