ଓଡ଼ିଶା ପୋଲିସ ମୁଖ୍ୟାଳୟରେ ସହିଦ ସ୍ମୃତି ଦିବସ ପାଳିତ, ସହିଦ ୩ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି

କଟକ – କଟକ ପୋଲିସ ମୁଖ୍ୟାଳୟରେ ସହିଦ ସ୍ମୃତି ଦିବସ ପାଳିତ ହୋଇଛି । କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇ ଥିବା ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଚଳିତ ବର୍ଷ ଓଡିଶା ପୋଲିସର ସହିଦ ୩ ଜଣ ପୋଲିସ କର୍ମୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ଡିଜିପି ସୁନୀଲ ବଂଶଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Comments are closed.