ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଏହି ବିଧି ଗର୍ଭସହିତ ସବ ନାରୀ ।
ଭଇଁ ହୃଦୟଁ ହରଷିତ ସୁଖ ଭାରୀ ॥
ଜୋ ଦିନ ତେଂ ହରି ଗର୍ଭହିଂ ଆଏ ।
ସକଲ ଲୋକ ସୁଖ ସଂପତି ଛାଏ ।।

ଭାବାର୍ଥ :- ଏହିପରି ସବୁ ରାଣୀମାନେ ସନ୍ତାନ ସମ୍ଭବା – ଗର୍ଭବତୀ ହେଲେ । ସମସ୍ତେ ହୃଦୟର ସହିତ ବହୁତ ଆନନ୍ଦିତ ହେଲେ । ସମ୍ଭାବ୍ୟ ମାତୃତ୍ଵର ଆକାଂକ୍ଷା ରେ ସେମାନଙ୍କୁ ବହୁତ ସୁଖଶାନ୍ତି ଅନୁଭୂତ ହେଲା । ଯେଉଁ ଦିନରୁ ପ୍ରଭୁ ଶ୍ରୀହରି ନିଜ ଲୀଳା ମୁତାବକ ରାଣୀ କୌଶଲ୍ୟାଙ୍କ ଗର୍ଭରେ ଆସିଲେ ସେବେଠାରୁ ଚାରିଆଡେ ସୁଖସମ୍ପତ୍ତି ସୁଲ୍ଲଭ ହୋଇଗଲା ।

Comments are closed.