ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ବାଲେଶ୍ୱର ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାତ୍ୟା ୟାଶର ସ୍ଥଳଭାଗ ଅତିକ୍ରିମ କରିବା ପ୍ରକ୍ରିୟା ଶେଷ ହୋଇଛି । ଏହାର ପ୍ରଭାବ ଉତ୍ତର ଓଡିଶାରେ ଅଧିକ ଅନୁଭୂତ ହୋଇଛି । ବାଲେଶ୍ୱର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ରହିଛି ।

Comments are closed.