ବିଶ୍ୱ ସାଗର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ପୃଥିବୀରେ ଜୀବନଧାରଣ ପାଇଁ ସାଗରଗୁଡିକର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସାଗରଗୁଡିକ ଆମକୁ ଅମ୍ଲଜାନ, ପ୍ରମୁଖ ଜଳ ସ୍ରୋତ, ଖାଦ୍ୟ ଯୋଗାଇଦେବା ସହ ଜଳବାୟୁ ନିୟନ୍ତ୍ରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଆଜି ବିଶ୍ୱ ସାଗର ଦିବସରେ ସାଗରକୁ ପ୍ଲାଷ୍ଟିକ ଓ ଅନ୍ୟ ଆବର୍ଜନା ମୁକ୍ତ ପାଇଁ ସଂକଳ୍ପ ନେବାକୁ ବିଶ୍ୱ ସାଗର ଦିବସରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.