ଋଷୀୟ ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ: କ୍ରାଇମବ୍ରାଞ୍ଚ ତଦନ୍ତକୁ ଏଡାଇ ଦେଲେ ନାହିଁ ଡିଜିପି

ପାରାଦୀପ – ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଜଣେ ଋଷୀୟ ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ନେଇ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ଦରକାର ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଘଟଣା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ, ସେ ନେଇ ତଦନ୍ତ ଚାଲିଛି ବୋଲି ଡିଜିପି ସୂଚନା ଦେଇଛନ୍ତି । ରାୟଗଡ଼ାର ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ପାରାଦୀପରେ ଆଉ ଜଣେ ହାଇପ୍ରୋଫାଇଲ ଋଷୀୟ ନାଗରିକଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Comments are closed.