ବଜେଟ ମୁଖ୍ୟାଂଶ : ଇଭି ବ୍ୟାଟେରୀରୁ ସୀମା ଶୁଳ୍କ ହ୍ରାସ

ନୂଆଦିଲ୍ଲୀ – ୨୦୨୩-୨୪ ବଜେଟରେ ଇଭି ବ୍ୟାଟେରୀରୁ ସୀମା ଶୁଳ୍କ ହଟିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋବାଇଲ ଫୋନ୍‌ କ୍ୟାମେରା ଲେନ୍‌ସ ଶୁଳ୍କ ହ୍ରାସ କରାଯାଇଛି । ଟିଭି ଉପକରଣରେ ୨.୫% ଶୁଳ୍କ ହ୍ରାସ କରାଯାଇଛି ।

ଲିଥିୟମ ଆୟନ ଆମଦାନୀ ଉପରେ ସୀମା ଶୁଳ୍କ ହ୍ରାସ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି ।

ଅଶୋଧିତ ଗ୍ଲିସେରିନ ଉପରେ ଶୁଳ୍କକୁ ୨.୫ ପ୍ରତିଶତ ହ୍ରାସ କରାଯାଇଛି ।

Comments are closed.