ସବୁ ସର୍କଲ ଓ ଜିଲ୍ଲା ଜେଲରେ ଲାଗିବ ମେଟାଲ୍ ଡିଟେକ୍ଟର

ଭୁବନେଶ୍ୱର – ସବୁ ସର୍କଲ ଓ ଜିଲ୍ଲା ଜେଲରେ ଲାଗିବ ମେଟାଲ ଡିକେକ୍ଟର । ଜେଲରୁ ମୋବାଇଲ ଫୋନ୍ ହଟାଇବା ପାଇଁ ମେଟାଲ୍ ଡିକ୍ଟେଟର ଲଗାଯିବ । ଜେଲ୍ ସଂସ୍କାର ନେଇ ଆସିଥିବା କିଛି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ୨୨ଟି ଜେଲରେ ଅଏଲ ପ୍ରୋସେସିଂ ୟୁନିଟ ସ୍ଥାପନ ପାଇଁ ମଞ୍ଜୁରୀ ମିିଳିଛି । ଚୌଦ୍ୱାର ଓ ଝାରପଡା ଜେଲ ପାଇଁ ୨୦ଟି ବଡି କ୍ୟାମେରା ଆସିବ । ଦୁର୍ଦ୍ଧାନ୍ତ ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବ ଏସବୁ ବଡି କ୍ୟାମେରା ।

Comments are closed.