ମହଙ୍ଗା ହେଲା ଓମଫେଡ କ୍ଷୀର

ଭୁବନେଶ୍ୱର – ମହଙ୍ଗା ହେବ ଓମଫେଡ କ୍ଷୀର । ୫୦୦ ମିଲି ଲିଟର ଅର୍ଥାତ ଅଧା ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ଟଙ୍କା ବୃଦ୍ଧି କରାଯାଇଛି । ଆସନ୍ତା ୧ ତାରିଖରୁ ନୂଆ ଦର ଲାଗୁ ହେବ। ଏ ନେଇ ଓମଫେଡ୍ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଗୋଖାଦ୍ୟ, ଇନ୍ଧନ ଦର ବୃଦ୍ଧି ହୋଇଥିବାରୁ କ୍ଷୀର ଦର ବଢ଼ିଥିବା ଓମଫେଡ ପକ୍ଷରୁ କୁହାଯାଇଛି।

Comments are closed.