ଗୀତା ମହାତ୍ମ୍ୟ: ଅନ୍ୟେ ଚ ବହବାଃ ଶୁରା ମଦର୍ଥେ ତ୍ୟକ୍ତ ଜୀବୀତଃ ।। ନାନା ଶସ୍ତ୍ର ପ୍ରହରଣା ସର୍ବେ ଯୁଦ୍ଧ ବିଶାରଦଃ।।

 ଅନ୍ୟେ ଚ ବହବାଃ ଶୁରା ମଦର୍ଥେ ତ୍ୟକ୍ତ ଜୀବୀତଃ ।। ନାନା ଶସ୍ତ୍ର ପ୍ରହରଣା ସର୍ବେ ଯୁଦ୍ଧ ବିଶାରଦଃ।।

ଆହୁରି ଅନେକ ବୀର ଅଛନ୍ତି, ଯେଉଁମାନେ ମୋ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ନାନା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି ଏବଂ ସେମାନେ ସମସ୍ତେ ଯୁଦ୍ଧ ବିଜ୍ଞାନରେ ଅଭିଜ୍ଞ ଅଟନ୍ତି।। (ଗୀତା ୧ମ ଅ-୯ମ ଶ୍ଳୋକ)

Comments are closed.