ସମ୍ବଲପୁରରେ ସୁଧୁରିଲା ସ୍ଥିତି, ଲିଜଲାଇନ୍ ଓ ବ୍ରଡବ୍ୟାଣ୍ଡ ୭ ଘଣ୍ଟା ପାଇଁ ଖୋଲିଲା

ସମ୍ବଲପୁର: ସମ୍ବଲପୁର ସହରରେ କ୍ରମଶଃ ଶାନ୍ତି ଫେରିବାରେ ଲାଗିଛି। ପ୍ରାୟ ୫ ଦିନ ହେଲାଣି କୌଣସି ଅଘଟଣ ଘଟିନି। ଫଳରେ ପରିସ୍ଥିତିକୁ ଦେଖି ଲିଜଲାଇନ୍ ଏବଂ ବ୍ରଡବ୍ୟାଣ୍ଡ ସେବାକୁ ସକାଳ ୧୦ ରୁ ୫ଟା ଯାଏ ଆଜି ଖୋଲାଯାଇଥିଲା। ସେହିପରି କର୍ଫ୍ୟୁରେ ମଧ୍ଯ ଦିନବେଳା ୧୧ ଘଣ୍ଟା କୋହଳ କରାଯାଇଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କ ସହ ଘନ ଘନ ଶାନ୍ତି କମିଟି ବୈଠକ ଜାରି ରହିଛି।

Comments are closed.