ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ମାଷ୍ଟର କ୍ୟାଂଟିନରୁ ରାମ ମନ୍ଦିର ଯାଏ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ପଦ୍ମଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଅଢେଇ ମାସରେ ସୌନ୍ଦର୍ଯ୍ୟକରଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମାଷ୍ଟର କ୍ୟାଂଟିନ ଘୋଡା ନିକଟରେ ଥିବା ଅନ୍ୟମୂର୍ତ୍ତିକୁ ସ୍ଥାନାନ୍ତର କରାଯିବ ।

Comments are closed.