ଗୀତା ଶ୍ଲୋକ ଉପଦେଶ: ଆତ୍ମଜ୍ଞାନ ଏବଂ ଭଗବତ୍ ପ୍ରାପ୍ତି ଏପରି ଲକ୍ଷ୍ୟ ନୁହେଁ ଯାହା ଗୋଟିଏ ଦିନରେ ପ୍ରାପ୍ତ କରିହେବ

ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ରେ ଅର୍ଜୁନକୁ ଆତ୍ମଜ୍ଞାନ ଦେଇ କହୁଛନ୍ତି :-

ଅସକ୍ତିରନଭିଷ୍ୱଙ୍ଗଃ ପୁତ୍ରଦାରଗୃହାଦିଷୁ । ନିତ୍ୟଂ ଚ ସମଚିତ୍ତତ୍ୱମିଷ୍ଟାନିଷ୍ଟୋପପତ୍ତିଷୁ ।
ମୟି ଚାନନ୍ୟଯୋଗେନ ଭକ୍ତିରବ୍ୟଭିଚାରିଣୀ । ବିବିକ୍ତଦେଶସେବିତ୍ୱମରତିର୍ଜନସଂସଦି।

ଅର୍ଥାତ ସାଂସାରିକ ସୁଖ ପଛରେ ଧାଇଁବାର ପ୍ରବୃତ୍ତି ମନ ଓ ବୁଦ୍ଧିକୁ କଳୁଷିତ କରିଦେଇ ଥାଏ । ମନ ଓ ଇନ୍ଦ୍ରିୟକୁ ସେହି ଦୌଡ଼ରୁ କ୍ଷାନ୍ତ କରିବା ଆତ୍ମ-ସଂଯମ ଅଟେ । ଆତ୍ମ-ସଂଯମ ବ୍ୟକ୍ତିକୁ ଆସକ୍ତି ଯୋଗୁଁ ଘଟୁଥିବା ନୈତିକ ଅବନତିରୁ ରକ୍ଷା କରେ।

Comments are closed.