ଦିଗପହଣ୍ଡି ଦୁର୍ଘଟଣା : ଭୁବନେଶ୍ୱରରୁ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର

ବ୍ରହ୍ମପୁର – ଦିଗପହଣ୍ଡିରେ କନ୍ୟାଯାତ୍ରୀ ବସକୁ ଧକ୍କା ଦେଇଥିବା ଓଏସଆରଟିସି ବସର ଡ୍ରାଇଭରକୁ ଭୁବନେଶ୍ବରରୁ ଉଠାଇ ନେଇଛି ଦିଗପହଣ୍ଡି ପୋଲିସ । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା । ସେ ଭୁବନେଶ୍ୱର ଖଣ୍ଡଗିରି ଓଏସଆରଟିସି ଡିପୋରେ ଲୁଚିଥିବା ସୂଚନା ମିଳିଥିଲା ।

ଖବର ପାଇ ଭରତପୁର ପୋଲିସ ସହାୟତାରେ ଦିଗପହଣ୍ଡି ପୋଲିସ ଡ୍ରାଇଭରକୁ ସେଠାରୁ ଉଠାଇଆଣିଛି ।

Comments are closed.