ଜାଣନ୍ତୁ ସନାତନ ଧର୍ମ ର ତେତିଶ କୋଟି ଦେବତା କିଏ?

ସନାତନ ଧର୍ମରେ ଆମେ ତେତିଶ କୋଟି ଦେବତାରେ ବିଶ୍ୱାସ ରଖିଥାଉ। ବାସ୍ତବ କ୍ଷେତ୍ରରେ ଏହା ତେତିଶ କୋଟି ମାନେ ତେତିଶ ପ୍ରକାର। କୋଟି ଅର୍ଥ ପ୍ରକାରର ।

ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି । ସେମାନେ ହେଉଛନ୍ତି

୧) ଦ୍ୱାଦଶ (୧୨)ଆଦିତ୍ୟ : ୧.ଧାତା, ୨.ମିତ, ୩.ଅର୍ଯ୍ୟାମା, ୪.ଶକ୍ରା, ୫.ବରୁଣ, ୬.ଅଂଶ, ୭.ଭାଗ, ୮.ବିବାସ୍ୱାନ, ୯.ପୁଷ, ୧୦.ତବସ୍ଥା, ୧୧.ସବିତା ଏବଂ ୧୨.ବିଷ୍ଣୁ ..।

୨) ଅଷ୍ଟ (୮) ବସୁ :- ୧.ଘର, ୨.ଧ୍ରୁବ, ୩.ସୋମ, ୪.ଅହ, ୫.ଅନୀଳ, ୬.ଅନଳ, ୭.ପ୍ରତୁଷ ଏବଂ ୮.ପ୍ରଭାଷ…।

୩) ଏକାଦଶ (୧୧) ରୁଦ୍ର :- ୧.ହର, ୨.ବହୁରୂପ, ୩.ତ୍ରୟଂବକ, ୪.ଅପରାଜିତା, ୫.ବୃଷାକାପି, ୬.ଶମ୍ଭୁ, ୭.କପାଆର୍ଡି, ୮.ରେବାତ, ୯.ମୃଗବ୍ୟାଧ, ୧୦.ଶର୍ବା ଏବଂ ୧୧.କପାଳି…।

୪) ଦୁଇ (୨) କୁମାର :- ୧.ଅଶ୍ୱିନୀ, ୨.କୁମାର…।

ସର୍ବମୋଟ:- ୧୨+୮+୧୧+୨=୩୩ କୋଟି (ପ୍ରକାର)…। ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି ।

Comments are closed.