ପାରା ଅଲିମ୍ପିକ୍ସରେ ପଦକ ବିଜେତା ମାରିୟପ୍ପାନ ଥାଙ୍ଗାଭେଲୁ ଓ ଶରଦ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଟୋକିଓ ପାରା ଅଲିମ୍ପିକ୍ସର ଟି-୬୩ ଶ୍ରେଣୀର ହାଇଜମ୍ପରେ ରୌପ୍ୟ ପଦକ ଜିତିଥିବା ମାରିୟପ୍ପାନ ଥାଙ୍ଗାଭେଲୁ ଓ ବ୍ରୋଞ୍ଜ ଜିତିଥିବା ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଭାରତୀୟଙ୍କ ପୋଡିୟମ ଫିନିସ ଦେଶ ପାଇଁ ବଡ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭବିଷ୍ୟତରେ ସେମାନେ ଆହୁରି ଗୌରବ ହାସଲ କରନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Congratulate Mariyappan Thangavelu for winning Silver & Sharad Kumar for clinching Bronze in Men's T63 High Jump event at #Tokyo2020 #Paralympics. Two Indians at the podium finish is a matter of great pride for the country. May both of you achieve greater glory. #Cheer4India
— Naveen Patnaik (@Naveen_Odisha) August 31, 2021

Comments are closed.