ଝାରସୁଗୁଡା ହୋଟେଲରେ ଚାଲୁଥିବା ସେକ୍ସ ରାକେଟ, ପୋଲିସର ରାତି ଅଧିଆ ଚଢାଉ 

ଝାରସୁଗୁଡା – ବିଳମ୍ବିତ ରାତିରେ ଚଢ଼ାଉ କରି ପୋଲିସ ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଗୋଟି ହୋଟେଲରେ ଚାଲୁଥିବା ଏଟ ସେକ୍ସ ରାକେଟ ଠାବ କରିଛି । ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ଝାରସୁଗୁଡ଼ା ଟାଉନ ଥାନା ପୋଲିସର ଏକ ଟିମ୍ ଏହି ହୋଟେଲରେ ଚଢ଼ାଉ କରି ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି।

Comments are closed.