ରାମ ଚରିତ ମାନସ: ବାଲ କାଣ୍ଡ

ଶ୍ରୀରାମ ଚରିତ ମାନସ

ବସଇ ନଗର ଜେହିଂ ଲଚ୍ଛି କରି କପଟ ନାରି ବର ବେଷୁ । ତେହି ପୁର କୈ ସୋଭା କହତ ସକୁଚହିଂ ସାରଦ ସେଷୁ ॥

ଭାବାର୍ଥ :- ଯେଉଁ ନଗରରେ ସାକ୍ଷାତ୍ ମା ମହାଲକ୍ଷ୍ମୀ ଛଦ୍ମ ରୂପରେ ସୁନ୍ଦର ସ୍ତ୍ରୀ ବେଶରେ ନିବାସ କରନ୍ତି, ସେହି ପୁରୀର ବା ନଗରୀର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବାରେ ସାକ୍ଷାତ ମା ଭଗବତୀ ସରସ୍ବତୀ ଆଉ ଶେଷନାଗ ମଧ୍ୟ ସଙ୍କୋଚ କରିଥାଆନ୍ତି।

Comments are closed.