ଗୀତା ମହାତ୍ମ୍ୟ: ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ। ନ ଚ ଶ୍ରେୟଅନୁପଶ୍ୟାମି ହତ୍ୱ ସ୍ୱଜନମାହବେ। FeaturedOdiaଓଡ଼ିଶା By Newsroom Odisha Network On Sep 4, 2021 Share ଅର୍ଜୁନ କହିଲେ : ହେ କେଶବ ! ମୁଁ ଲକ୍ଷଣ ସବୁକୁ ବିପରୀତ ହିଁ ଦେଖୁଛି। ଯୁଦ୍ଧରେ ସ୍ୱଜନ ସମୁଦାୟ ଙ୍କୁ ମାରିବାରେ ମୁଁ କୌଣସି କଲ୍ୟାଣ ବି ଦେଖି ପାରୁନାହିଁ । ( ଗୀତା ୧ମ ଅ। ୩୧ଶ ଶ୍ଳୋକ ) Share FacebookTwitterGoogle+WhatsAppEmailPinterestReddIt
Comments are closed.