ରାଜଧାନୀ ନନ୍ଦନ ବିହାରରେ ତିନି ମହଲା କୋଠାରେ ନିଆଁ

ଭୁବନେଶ୍ୱର – ରାଜଧାନୀର ନନ୍ଦନ ବିହାର ଅଞ୍ଚଳରେ ଅଗ୍ନିକାଣ୍ଡ । ଚନ୍ଦ୍ରଶେଖରପୁର ନନ୍ଦନ ବିହାରରେ ଥିବା ଏକ ତିନି ମହଲା କୋଠାରେ ନିଆଁ ଲାଗିଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରଥମ ମହଲାରେ ଫସିଥିବା ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ଆଜି ଭୋର୍‌ରୁ ନିଆଁ ଲାଗିଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି ।

Comments are closed.