କୋରୋନା ବିରୋଧୀ ଲଢେଇରେ ଆଉ ଏକ ସଫଳତା, ରାଜ୍ୟରେ ଅଢେଇ କୋଟି ଡୋଜ୍ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ କୋରୋନା ମହାମାରୀ ବିରୋଧୀ ଲଢେଇରେ ଆଉ ଏକ ସଫଳତା ମିଳିଛି । ଓଡିଶାରେ ଅଢେଇ କୋଟି ଡୋଜ୍ ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହି ସଫଳତା ପାଇଁ ଲୋକଙ୍କ ସହଯୋଗ ପ୍ରତି କୃତଜ୍ଞତା ଜ୍ଞାପନ କରିଛି ସ୍ୱାସ୍ୟ ବିଭାଗ ।

Comments are closed.