ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଫୁଟବଲ କ୍ଲବ ଟିମ୍ ଜର୍ସି ପ୍ରଦାନ

ଭୁବନେଶ୍ୱର – ଆଇଏସଏଲ ଟିମ୍ ଓଡିଶା ଫୁଟବଲ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିମ୍ ଜର୍ସି ପ୍ରଦାନ କରାଯାଇଛି। ନବୀନ ନିବାସରେ ଓଡିଶା ଫୁଟବଲ କ୍ଲବର କୋଚ୍ ସର୍ଗିଓ ଲୋବେରା ଓ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିମ୍ ଜର୍ସି ପ୍ରଦାନ କରିଛନ୍ତି। ଆସନ୍ତା ଏଏଫସି କପ୍ ଓ ଇଣ୍ଡିଆନ ସୁପରଲିଗର ନୂଆ ସିଜନରେ ଭଲ ପ୍ରଦର୍ଶନ ପାଇଁ ଓଡିଶା ଫୁଟବଲ କ୍ଲବକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.