ବାଲ କାଣ୍ଡ
ତବ ସଖୀଂ ମଂଗଲ ଗାନ କରତ ମୁନୀସ ଆୟସୁ ପାଇ କୈ । ଦୂଲହ ଦୁଲହିନିହ୍ନ ସହିତ ସୁଂଦରି ଚଲୀଂ କୋହବର ଲ୍ୟାଇ କୈ ॥
ମୁନୀଶ୍ବର ବଶିଷ୍ଠଙ୍କ ଆଜ୍ଞାମାଳ ପାଇ ସବୁ ସୁନ୍ଦରୀ ସଖୀମାନେ ମଙ୍ଗଳ ଗୀତ ଗାଇ ଗାଇ ବରବଧୁଙ୍କୁ ସାଙ୍ଗରେ ନେଇ, (କୋହବର) – ବରବଧୁଙ୍କ ପାଇଁ ନିର୍ମିତ ଅସ୍ଥାୟୀ ବିଶ୍ରାମ କକ୍ଷ – ଭିତରକୁ ଚାଲିଗଲେ।
Comments are closed.