ବ୍ରହ୍ମପୁରରେ ବିପୁଳ ପରିମାଣର ନକଲି ଘିଅ ଜବତ

ବ୍ରହ୍ମପୁର – ରେଶମ ସହରରେ ନକଲି ଘିଅ କାରବାର । ବ୍ରହ୍ମପୁର ବଡ଼ ବଜାରରେ ନକଲି ଘିଅ ପ୍ରସ୍ତୁତ କରୁଥିବା କମ୍ପାନି ଠାବ ହୋଇଛି । ପୋଲିସ ସଂପୃକ୍ତ କମ୍ପାନିରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଘିଅ ଜବତ କରିବା ସହ ମାଲିକ ଇପାରୀ ରାଜେଶ୍ୱର ପାତ୍ରଙ୍କୁ ଗିରଫ କରିଛି।

ମା’ ଦୁର୍ଗା ଘିଅ ନାଁରେ ନକଲି ଘିଅ ପ୍ରସ୍ତୁତ କରି ବଜାରରେ ସେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

Comments are closed.