ଯୁବତୀଙ୍କ ଘରୁ ଉଦ୍ଧାର ହେଲା ପ୍ରେମିକଙ୍କ ମୃତଦେହ

ଭୁବନେଶ୍ୱର -ଭୁବନେଶ୍ୱର ଶିଶୁପାଳଗଡରେ ଚାଞ୍ଚଲ୍ୟ। ଜଣେ ଯୁବତୀଙ୍କ ଘରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ମୃତ ଯୁବକ ସଂପୃକ୍ତ ଯୁବତୀଙ୍କ ପ୍ରେମିକ ବୋଲି ଜଣାପଡିଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଧଉଳି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ନିମାପଡା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.