ଆଇଏମଡିର ସଂଶୋଧିତ ପୂର୍ବାନୁମାନ : ଆଜି ସଂଧ୍ୟା ନୁହେଁ , ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

ନୂଆଦିଲ୍ଲୀ – ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ନେଇ ସଂଶୋଧିତ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି । ବାତ୍ୟା ଗୁଲାବ ଆଜି ସଂଧ୍ୟା ପରିବର୍ତ୍ତେ ମଧ୍ୟରାତ୍ରୀରେ କଳିଙ୍ଗପଟନମ-ଗୋପାଳପୁର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଆଇଏମଡି ବୁଲେଟିନରେ କୁହାଯାଇଛି । ବାତ୍ୟା ଗୁଲାବ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶାରେ ଅଧିକ ପ୍ରଭାବ ପକାଇବ ।

Comments are closed.