ଭଗତ ସିଂହ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଆଜି ଜୟନ୍ତୀ । ମୁଖ୍ୟମନ୍ତ୍ରୀ ଏହି ମହାନ ବିପ୍ଲବୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତୃଭୂମି ପ୍ରତି ମମତା, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ନିଷ୍ଠା, ବୀରତା ଓ ବଳିଦାନ ପୀଢି ପୀଢି ଧରି ଭାରତୀୟଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.