ଗୀତା ମହାତ୍ମ୍ୟ: ଏବମୁକ୍ତା ହୃଷିକେଶମ ଗୁଡାକେଶଃ ପରନ୍ତପ। ନ ଜୋତ୍ସ୍ୟ ଇତି ଗୋବିନ୍ଦ ମୁକ୍ତା ତୁଷ୍ଣମ ବଭୁବ ହ।।

ଗୀତା ମହାତ୍ମ୍ୟ: ଏବମୁକ୍ତା ହୃଷିକେଶମ ଗୁଡାକେଶଃ ପରନ୍ତପ। ନ ଜୋତ୍ସ୍ୟ ଇତି ଗୋବିନ୍ଦ ମୁକ୍ତା ତୁଷ୍ଣମ ବଭୁବ ହ।।

ସଞ୍ଜୟ ଧୃତରାଷ୍ଟ୍ର ଙ୍କୁ କହିଲେ : ହେ ରାଜନ ! ନିଦ୍ରାଜୟୀ ଅର୍ଜ୍ଜୁନ ଅନ୍ତର୍ଯ୍ୟାମୀ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏପରି କହିଲେ ଏବଂ ଶ୍ରୀଗୋବିନ୍ଦଙ୍କୁ ମୁଁ ଯୁଦ୍ଧ କରିବି ନାହିଁ ବୋଲି ସ୍ପଷ୍ଟ କହିଦେଇ ନିଜେ ଚୁପ ହୋଇଗଲେ।

(ଗୀତା ୨ୟ ଅ। ୯ମ ର୍ଶ୍ଳୋକ )

Comments are closed.