୫-ଟି ସ୍କୁଲ ରୂପାନ୍ତରଣ : ଆଜି ପାଞ୍ଚ ଜିଲ୍ଲାର ୩୮୯ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର-ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୪୯ଟି ହାଇସ୍କୁଲ ରହିଛି । କେନ୍ଦ୍ରାପଡା ଜିଲ୍ଲାର ୧୧୨, ବରଗଡ଼ ଜିଲ୍ଲାର ୬୦ , ଜଗତସିଂହପୁର ଜିଲ୍ଲାର ୫୭ ଓ ଝାରସୁଗୁଡ଼ା ଜିଲ୍ଲାର ୧୧ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକାର୍ପିତ ହେବ ।

Comments are closed.