ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ

ବ୍ରଜରାଜନଗର - ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି । ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ। ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗୁଳିକାଣ୍ଡ ସ୍ଥଳ ଯାଞ୍ଚ…

ପଞ୍ଚଭୂତରେ ଲୀନ ହେଲେ ନବ, ବିଦାୟ ଦେଲେ ଶୋକାକୁଳ ଜନତା

ଝାରସୁଗୁଡ଼ା: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ତାଙ୍କୁ ବିଦାୟ ଦେଇଛନ୍ତି ହଜାର ହଜାର ଶୋକାକୁଳ ଜନତା। ଝାରସୁଗୁଡ଼ା- ସମ୍ବଲପୁର ମଝିରେ ବୋହି ଯାଇଥିବା ଭେଡେନ ନଦୀର ଖେରୁଆଳ ପୋଲ ତଳେ ତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ସାଢେ…

ରାଜସ୍ଥାନ: ବିବିସି ଡକ୍ୟୁମେଣ୍ଟାରୀ ଦେଖିବାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୦ ଛାତ୍ର ନିଲମ୍ବିତ

ଆଜମେର: ରାଜସ୍ଥାନର ଅଜମେର ଜିଲ୍ଲାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ 'ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍' ଦେଖିବା ନେଇ ୧୦ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଛାତ୍ରମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିବିସିର ଏହି…