ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି ଏହି ୬ ୟୁଟ୍ୟୁବ ଚ୍ୟାନେଲ୍, ଚେତାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ମଙ୍ଗଳବାର ମିଥ୍ୟା ତଥା ବିଭ୍ରାନ୍ତିକର ଖବର ପ୍ରସାରଣ କରୁଥିବା ୬ଟି ୟୁଟ୍ୟୁବ ଚ୍ୟାନେଲର ନାମ ସେୟାର କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ଫ୍ୟାକ୍ଟ ଚେକ୍ ଟିମ୍ ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକର ପର୍ଦ୍ଦାଫାସ୍ କରିଛି | ଏହି…

ଚେତନ ଶର୍ମା ପୁଣି ହେଲେ ଚୟନ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏମଡି) ଶନିବାର ନୂଆ ସିନିୟର ପୁରୁଷ ଚୟନ କମିଟିକୁ ନିଯୁକ୍ତ କରିଛି । ଚେତନ ଶର୍ମାଙ୍କୁ ଚୟନ କମିଟି ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶିବସୁନ୍ଦର ଦାସଙ୍କୁ ମଧ୍ୟ ନୂଆ ଚୟନ କମିଟିରେ ସାମିଲ…