ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବ: ୧୦୦ ବର୍ଷ ଓଡ଼ିଶାର ସେବା ପାଇଁ ଦଳକୁ ମା’ ମାନଙ୍କ ଆଶୀର୍ବାଦ ଲୋଡିଲେ ନବୀନ

ଭୁବନେଶ୍ବର - ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି। ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ…