ସଂସଦର ଶୀତ ଅଧିବେଶନରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି

ନୂଆଦିଲ୍ଲୀ - ସଂସଦର ଶୀତ ଅଧିବେଶନରେ ବିଜେଡି ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ । ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ପ୍ରସଙ୍ଗ ଦଳ ଉଠାଇବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି । ସଂସଦର ଶୀତ ଅଧିବେଶନ ନେଇ ବସିଥିବା ସର୍ବଦଳୀୟ ବୈଠକ ପରେ ଏ ସୂଚନା…

ଅଶୋକ ମଲହୋତ୍ରା, ଜତିନ୍ ପରାଞ୍ଜପେ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟିରେ ସାମିଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଖେଳାଳି ତଥା ଜାତୀୟ ଚୟନକର୍ତ୍ତା ଅଶୋକ ମଲହୋତ୍ରା ଏବଂ ଜତିନ୍ ପରାଞ୍ଜପେ ବିସିସିଆଇର ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି)ରେ ସାମିଲ ହୋଇଛନ୍ତି । ସୁଲକ୍ଷଣା ନାୟକ ପୂର୍ବରୁ ଏହି କମିଟିର ସଦସ୍ୟ ରହିଛନ୍ତି। ନୂଆ ସିଏସିକୁ ଏହି ମାସ…