ଗଞ୍ଜାମ: ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୨ ଗିରଫ, ୩୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପୁଲିସ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ୧୦୦ରୁ ଅଧିକ ମୋବାଇଲ୍, ଲାପଟପ୍ ଓ ଅନ୍ୟ ସାମଗ୍ରୀ ସହିତ ଚୋରିରେ ବ୍ୟବହାର କରାଯାଉଥିବା ଅଟୋ ଏବଂ ବାଇକ୍ ଜବତ କରିଛି ପୁଲିସ।…

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ: ଏକ ନମ୍ବର ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର

ଦୁବାଇ: ଭାରତର ଷ୍ଟାର୍ ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ସଦ୍ୟତମ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ଟି-୨୦ ବିଶ୍ୱକପ ସୁପର-୧୨ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ସୂର୍ଯ୍ୟ ଏକ ନମ୍ବର ସ୍ଥାନ ହାସଲ କରିଥିଲେ । ସୂର୍ଯ୍ୟ ବିଶ୍ବକପର…