ଫିଲିପ୍ସଙ୍କ ଶତକ: ନ୍ୟୁଜିଲାଣ୍ଡର ପୁଣି ଏକ ବଡ଼ ବିଜୟ

ସିଡନୀ: ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ଜୟଯାତ୍ରା ଜାରି ରଖିଛି। ପ୍ରଥମ ମ୍ୟାଚରେ ଗତଥର ବିଜେତା ଅଷ୍ଟ୍ରେଲିଆକୁ ୮୯ ରନରେ ଧରାଶାୟୀ କରିବା ପରେ ଦଳ ଶନିବାର ଏଠାରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ବୃହତ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୬୫ ରନରେ ହରାଇଛି ନ୍ୟୁଜିଲାଣ୍ଡ ।…

ଆସିଆନ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ରାଜ୍ୟରେ ନିବେଶ ପାଇଁ ସବୁ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଆନର ସଦସ୍ୟ ଥିବା ଦେଶଗୁଡିକର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି । ପ୍ରାକୃତିକ ସମ୍ପଦ ଓ ଭୌଗୋଳିକ ଅବସ୍ଥିତି ପାଇଁ ଓଡିଶା ପୁଞ୍ଜିନିବେଶ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଆଧୁନିକତା ସହ ତାଳ ଦେଇ…