ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କୋହଳ ହେଲା କୋଭିଡ୍ ଗାଇଡଲାଇନ୍ , ସାତ ଦିନିଆ ଗୃହ ସଙ୍ଗରୋଧ ନିୟମ ହଟିଲା,…

ନୂଆଦିଲ୍ଲୀ: କରୋନା ସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ସଦ୍ୟତମ ଗାଇଡ ଲାଇନ୍ ଅନୁଯାୟୀ ଫେବୃଆରୀ ୧୪ରୁ 'ଆଟ୍ ରିସ୍କ' ଏବଂ ଅନ୍ୟ ଦେଶଗୁଡିକର କାଟେଗୋରି ହଟାଯିବ | ଏହାଛଡ଼ା ଫେବୃଆରୀ…