ଆଇପିଏଲରୁ ବି ବଞ୍ଚିତ ହୋଇପାରନ୍ତି ବୁମରା

ନୂଆଦିଲ୍ଲୀ: ଗତ ୭ ମାସ ଧରି ଆକ୍ସନରୁ ଦୂରରେ ଥିବା ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଇପିଏଲ୍ ୨୦୨୩ରୁ ବି ବଞ୍ଚିତ ହୋଇପାରନ୍ତି। ଏହାଛଡ଼ା ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (ଯଦି ଭାରତ ପହଞ୍ଚେ) ରେ ଖେଳିବା ମଧ୍ୟ ସନ୍ଦେହ | ଜୁଲାଇରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍…